fbpx

ଏଣିକି ନିଜ ବାଡ଼ିରୁ ବି କାଟିପାରିବେନି ତାଳଗଛ, ନିୟମ ନମାନିଲେ ମିଳିବ ଦଣ୍ଡ

Advertisement

ଭୁବନେଶ୍ୱର: ଏଣିକି ବିନା ଅନୁମତିରେ ତାଲଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବନବିଭାଗଠାରୁ ବିନା ଅନୁମତିରେ ନିଜ ବାଡ଼ିରୁ ମଧ୍ୟ ତାଳ ଗଛ କାଟିପାରିବେ ନାହିଁ । ତାଳ ଗଛ କଟାରେ ରୋକ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ସୂଚନା । ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁରେ ରୋକ ଲଗାଇବାକୁ ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.