fbpx

‘ରାମ ନାମ’ ଗୀତ ଶୁଣି ଆମେରିକାରେ ଝୁମିଲେ ଏହି ମହିଳା, ୧୪ ଡ୍ରିଗ୍ରୀ ଶୀତକୁ ନମାନି ଲେହେଙ୍ଗା ପିନ୍ଧି କଲେ ଡ୍ୟାନ୍ସ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଦେଶ ବିଦେଶରେ ରାମ ନାମର ଧ୍ୱନୀ ଗୁଞ୍ଜରିତ ହେଉଛି । ଏହା ସହ ସୋସିଆଲ ମିଡ଼ିଆରେ ଭଗବାନ ଶ୍ରୀ ରାମଙ୍କ ସହ ଜଡ଼ିତ ଅନେକ ଗୀତ ମଧ୍ୟ ଭାଇରାଲ ମଧ୍ୟ ହୋଇଛି । ଏଥିମଧ୍ୟରେ ଜଣେ ମହିଳା ଲେହେଙ୍ଗା ପିନ୍ଧି ୧୪ ଡିଗ୍ରୀ ଥଣ୍ଡା ତାପମାତ୍ରାରେ ନୃତ୍ୟ କରୁଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଉକ୍ତ ମହିଳା ଜଣଙ୍କ ‘ରାମ ଆଏଙ୍ଗେ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ସତରେ ମାନିବାକୁ ପଡ଼ିବ ମହିଳାଙ୍କ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତି ଭାବକୁ । ତେବେ ଏହି ଘଟଣା ଆମେରିକାର ବୋଲି କୁହାଯାଉଛି । ଲୋକମାନେ ଏହି ଭିଡ଼ିଓ ଦେଖି ଅନେକ କମେଣ୍ଟ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.