fbpx
BJD SKY
BJD SKY

SCBରେ ପଙ୍ଖା ଖସିବା ଘଟଣା, ରୋଗୀ ମୃତ

BJD

କଟକ,୧୬/୩(ଓଡିଶା ଭାସ୍କର): କଟକ ବଡ଼ ଡାକ୍ତରଖାନା ସର୍ଜରୀ ୱାର୍ଡରେ ଛାତରୁ ପଙ୍ଖା ଖସିବା ଘଟଣାରେ ଆସିଛି ବଡ ଖବର। ଯାଜପୁର ଅଞ୍ଚଳର ସଂପୃକ୍ତ ମହିଳା ରୋଗୀ ପାର୍ବତୀ ଦାସଙ୍କ ମୃତ୍ୟୁ ହୋଇଛି। ନିଆଁରେ ପୋଡ଼ି ହୋଇ ଚିକିତ୍ସାଧୀନ ଥିବା ବେଳେ ଖସିଥିଲା ପଙ୍ଖା । ଗତକାଲି ରାତିରେ ଗୁରୁତର ପାର୍ବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.