fbpx

ଲୋକସଭା ନିର୍ବାଚନ 2024 ଭୋଟଗଣନା ମଧ୍ୟରେ ‘X’ ଡାଉନ୍, ଉପଭୋକ୍ତାମାନେ ନିଜର ପ୍ରୋଫାଇଲ୍ ଦେଖିବାକୁ ଅସମର୍ଥ

Advertisement

ନୂଆଦିଲ୍ଲୀ: ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ୍‌। ଅନେକ ବ୍ୟବହାରକାରୀ ନିଜ ଆକାଉଣ୍ଟକୁ ଖୋଲିପାରୁନାହାନ୍ତି। ଏନେଇ ଡାଉନ୍‌ ଡିଟେକ୍ସର ସୂଚନା ଦେଇଛି। ଖବର ଲେଖାଯିବା ସୁଦ୍ଧା ୩୨୯ଜଣ ଏନେଇ ରିପୋର୍ଟ କରିଛନ୍ତି। ତେବେ ନିର୍ବାଚନ ଫଳାଫଳ ଆସିବା ଦିନ ଏଭଳି ସ୍ଥିତିକୁ ନେଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ପୂର୍ବରୁ ଏପ୍ରିଲ ୧୧ରେ ଏକ୍ସ ସେବା ଠପ୍‌ ହୋଇଯାଇଥିଲା।

Get real time updates directly on you device, subscribe now.