fbpx

କାଲି ଭାସିଗଲେ, ଆଜି ଉଦ୍ଧାର ହେଲେ : କାର୍ ସହ ୨ ମୃତ ଦେହ

କୁଚିଣ୍ଡା:ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା କାରଣରୁ ଅନେକ ଦୁର୍ଘଟଣା ସାମ୍ନାକୁ ଆସୁଛି । ତେବେ ଗତକାଲି ରାତିରେ ନାଳରେ କାର ସହ ଭାସିଯାଇଥିଲେ ୨ ବ୍ୟକ୍ତି ।ବର୍ତ୍ତମାନ ଯାହାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

କୁଚିଣ୍ଡାର ନକଟିପାଲ ନାଳରେ ଭାସି ଯାଇଥିବା ୨ବ୍ୟକ୍ତି ମୃତଦେହ ଉଦ୍ଧାର ହୋଇଛି । ମୃତକ ୨ ଜଣ ହେଲେ ଗୁଣ୍ଡୁରୁଚୁଆଁ ଗ୍ରାମର ପ୍ରତାପ ପଟେଲ ଓ ତାପସ ନାଏକ । ଗତକାଲି ରାତିରେ ଯିବା ସମୟରେ କାର ସହ ଉଭୟ କୁଚିଣ୍ଡାର ନକଟିପାଲ ନାଳରେ ଭାସି ଯାଇଥିଲେ । ଯାହାଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି ।

Get real time updates directly on you device, subscribe now.