fbpx

ପଞ୍ଚାୟତ ନିର୍ବାଚନ: ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ୧ ନମ୍ବର, ବିଜେପିକୁ ପଛରେ ପକାଇଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଆଗାମୀ ୩ ଦିନ ଧରି ଚାଲିବ ଭୋଟ ଗଣତି । ପ୍ରଥମ ଦିନରେ ୩୧୫ ଜିଲ୍ଲାପରିଷଦ ଜୋନ ପାଇଁ ଗଣତି ସରିଛି । ଆଉ ପ୍ରଥମ ଦିନରେ ଜିଲ୍ଲା ପରିଷଦ ନିର୍ବାଚନରେ ବିପୁଳ ମାତ୍ରାରେ ଜିତିଛି ବିଜେଡି । ତେବେ ରାତି ୧୦ ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବିଜେଡିକୁ ୨୮୧, ବିଜେପି ୧୩, କଂଗ୍ରେସ ୧୬ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୬ ରେ ଆଗୁଆ ଅଛନ୍ତି ।

Get real time updates directly on you device, subscribe now.