fbpx

କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଖୋର୍ଦ୍ଧା, ୫ା୩(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟ ଦୁଷ୍କର୍ମ ଓ ହତ୍ୟା, ଅସଦାଚରଣ ଭଳି ଜଘନ୍ୟ କାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଖୋର୍ଦ୍ଧା ସ୍ଥିତ ଶିଳ୍ପାଞ୍ଚଳରେ ଏକ ଲଜ୍ଜାକାର ଘଟଣା ଘଟିିଛି । ସେଠାରେ ଏକ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଶିଳ୍ପାଞ୍ଚଳ ଫାଣ୍ଡିରେ ମୁତୟନ ଥିବା ହୋମଗାର୍ଡ଼ ଅସଦାଚରଣ କରିଥିବା ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.