NATIONALTOP STORIES

ଚନ୍ଦ୍ର ବାବୁ ନାଇଡୁଙ୍କ ୧୨ ଘଣ୍ଟିଆ ଅନଶନ

ନୂଆଦିଲ୍ଲୀ,୧୧।୨: ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ବହୁବାର ଦାବି କରି ଅସଫଳ ହେବା ପରେ ଆଜି ସେଠାକାର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ ଆନ୍ଧ୍ର ଭବନରେ ୧୨ ଘଣ୍ଟିଆ ଅନଶନ ଆରମ୍ଭ କରିଛନ୍ତି । ଚନ୍ଦ୍ରାବାବୁ ଆଜି ସକାଳ ୮ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ଅନଶନରେ ବସିବେ ବୋଲି ସୂଚନା ମିଳିଛି । ଏହାପରେ ସେ ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେବେ ବୋଲି ଜଣାପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *