ODISHATOP STORIES

କାଲି ଢ଼େଙ୍କାନାଳରେ ୧୨ଘଣ୍ଟିଆ ବନ୍ଦ ଡାକରା

ଢ଼େଙ୍କାନାଳ, ୧୧ା୨(ଓଡ଼ିଶା ଭାସ୍କର): କାଲି ଢ଼େଙ୍କାନାଳରେ ବିଜେପି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡ଼ାକରା ପାଳନ କରାଯିବ । ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ସମେତ ୪ଦଫା ଦାବିରେ ଏହି ଆନ୍ଦୋଳନ ହେବାକୁ ଯାଉଛି । ଏହି ଆନ୍ଦୋଳନରେ ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲର ମାନ୍ୟତା ପାଇଁ ଦାବି ଓ ନୁଆ ମେଡ଼ିକାଲ ନିକଟରେ ସ୍ଥାୟୀ ଫାଣ୍ଡି ଖୋଲିବାକୁ ମଧ୍ୟ ଦାବି କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close