NATIONALNATIONAL NEWSNEWSTOP STORIES

ଶାରଦା ଦୁର୍ନୀତି ମାମଲାର ତଦାରଖ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ,୧୨ ।୨: ବହୁ ବିବାଦ ପରେ ପଶ୍ଚିମବଙ୍ଗରେ ଶାରଦା ଦୁର୍ନୀତି ମାମଲାର ସିବିଆଇ ଦ୍ୱାରା ତଦନ୍ତକୁ ତଦାରଖ କରିବା ପାଇଁ କମିଟି ଗଠନ କରାଯାଉ ବୋଲି କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ସଞ୍ଜିବ ଖାନ୍ନା ଓ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ଏହି ଆବେଦନକୁ ଖାରଜ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close