ODISHATOP STORIES

ପିଡ଼ିଭି-ପୃଥ୍ୱୀ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ପିଡ଼ିଭି ବିଧ୍ୱଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଅବଦୁଲ କଲାମ ଦ୍ୱୀପର ଲଞ୍ଚ ପ୍ୟାଡ଼-୪ରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ପିଡ଼ିଭି ପୃଥ୍ୱୀ ପ୍ରତିରକ୍ଷା ଯାନ ରାଡ଼ାର ତଥ୍ୟକୁ ସମୀକ୍ଷା କରୁଛନ୍ତି ଡ଼ିଆରଡ଼ିଓ ବୈଜ୍ଞାନିକ ।

Show More

Related Articles

Leave a Reply

Your email address will not be published. Required fields are marked *