NATIONALNATIONAL NEWSNEWSTOP STORIES

ଭାରତ ମାତାର ମଥା ନଇଁବାକୁ ଦେବିନାହିଁ: ନରେନ୍ଦ୍ର ମୋଦି

ରାଜସ୍ଥାନ, ୨୬ା୨: ଆଜି ରାଜସ୍ଥାନର ଚୁରୁଠାରେ ନିର୍ବାଚନୀ ଜନସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ କହିଥିଲେ ପୁଲୱାମାଠାରେ ହୋଇଥିବା ଆକ୍ରମଣ ଭୁଲି ନାହୁଁ କି କ୍ଷମା ମଧ୍ୟ କରିନାହୁଁ ତେଣୁ ଶତୃର ଘରେ ପସି ହମଲାର ବଦଲା ନେଇଛୁ । ପାକିସ୍ତାନ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଦେଇଛୁ । ଏବଂ ଚୁରୁଠାରେ ହୋଇଥିବା ଜନସଭାରେ କହିଥିଲେ ମୁଁ ମୋ ଦେଶର ମାଟି ଛୁଇଁ ଶପଥ କରୁଛି କେବେ ବି ଦେଶକୁ ହାରିବାକୁ ଦେବିନି କି ଭାରତ ମାତାର ମଥା ନଇଁବାକୁ ଦେବିନି । ବାୟୂସେନାଙ୍କୁ ପ୍ରଶଂସା କରିଥିଲେ ଏବଂ କହିଲେ ଦେଶଠୁ ବଡ଼ ଆଉ କିଛି ନୁହେଁ ।
ସୌଗନ୍ଧ ମୁଝେ ଇସି ମିଟିକି, ମେଁ ଦେଶ ନେହିଁ ମିଟନେ ଦୁଙ୍ଗା ।
ମେଁ ଦେଶ ନେହିଁ ରୁକୁନେ ଦୁଙ୍ଗା, ମେ ଦେଶ ନେହିଁ ଝୁକୁନେ ଦୁଙ୍ଗା ।
ମେରା ବଚନ ହେ ଭାରତ୍ ମାକୋ ତେରା ଶିଶ ନେହିଁ ଝୁକୁନେ ଦୁଙ୍ଗା ।
ସୌଗନ୍ଧ ମୁଝେ ଇସ୍ ମିଟିକି , ମେଁ ଦଶ ନେହିଁ ମିଟନେ ଦୁଙ୍ଗା ।
ଏଭଳି ଏକ ଭାବବିହ୍ୱଳପୂର୍ଣ୍ଣ ସଙ୍ଗିତ ଗନ କରିଥିଲେ ପ୍ରଧାନମନ୍ତ୍ରୀ

Show More

Related Articles

Leave a Reply

Your email address will not be published. Required fields are marked *