BUSINESSNATIONALNEWSTOP STORIES

ମାର୍ଚ ୧୯ରେ ବସିବ GST ପରିଷଦ ବୈଠକ

ନ୍ୂଆଦିଲ୍ଲୀ, ୧୧/୩: ଆସନ୍ତା ମାର୍ଚ ୧୯ରେ GST କାଉନ୍ସିଲ୍ ର ବୈଠକ ଦିଲ୍ଲୀ ଠାରେ ବସିବା ନେଇ ଆଜି ଘୋଷଣା କରାଯାଇଛି । ଏହି ବୈଠକରେ ଗୃହ ପୁନଃ ନିର୍ମାଣକୁ ନିର୍ମାଣଧୀନ ଗୃହର ମାନ୍ୟତା ମିଳିବାର ସମ୍ଭାବନା ରହିଛି । ସେହିପରି ପଞ୍ଜୀକୃତ ସପ୍ଲାୟରସମାନଙ୍କ ଠାରୁ ୮୦% ମାଲ କିଣିବା ସର୍ତ୍ତ ରହିବା ନେଇ ମଧ୍ୟ ବୈଠକରେ ଆଲୋଚନାର ସମ୍ଭାବନା ରହିଛି । ଏଥିସହ ଚଳିତ ସପ୍ତାହରେ ପ୍ରତି ରାଜ୍ୟରେ ରାଜସ୍ୱ ବିଭାଗର ବୈଠକ ବସିବା ନେଇ ସମ୍ଭାବନା ରହିଛି ।
ଉଲ୍ଲେଖଯୋଗ୍ୟଯେ ପୂର୍ବରୁ ନିର୍ମାଣାଧୀନ ଗୃହ ଉପରେ GST ଦର ୧୨% ରୁ କମାଇ ୫% କରିଦିଆଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close