BREAKING NEWSELECTION 2019NEWSODISHAPOLITICSTOP STORIES

ଧର୍ମେନ୍ଦ୍ର ଜଣେ ଅଭ୍ୟାସଗତ ମିଛୁଆ: ଲେନିନ

ଭୁବନେଶ୍ୱର,୧୩/୪(ଓଡିଶାଭାସ୍କର) : ଧର୍ମେନ୍ଦ୍ରଙ୍କ ୧ ଟଙ୍କାରେ ଡାଲି, ଚାଉଳ ଓ ଲୁଣ ଦେବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ଧର୍ମେନ୍ଦ୍ର ହେଉଛନ୍ତି ଜଣେ ଅଭ୍ୟାସଗତ ମିଛୁଆ । ନିର୍ବାଚନ ସମୟରେ ସେ ଏହିଭଳି କଥା କହିଥାନ୍ତି ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ । ମାତ୍ର ପ୍ରକୃତରେ ସେ ଏପରି ଚାହାଁନ୍ତିନି । ଯଦି ସେ ପ୍ରକୃତରେ ଏଭଳି ଚାହୁଁଛନ୍ତି, ତେବେ ବିଜେପି ଶାସିତ ରାଜ୍ୟରେ କାହିଁକି ଏଭଳି ହୋଇନି ?

Show More

Leave a Reply

Your email address will not be published. Required fields are marked *

Related Articles