NEWSODISHATOP STORIES

ଓଏଚଆରସିର ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ରଘୁବୀର ଦାସ

ଭୁବନେଶ୍ୱର,୧୬/୫,(ଓଡିଶାଭାସ୍କର) : ଆଜି ଓଏଚଆରସିର ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ଗଣେଶୀ ଲାଲ ରଘୁବୀର ଦାସଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *