BREAKING NEWSELECTION 2019NEWSODISHAPOLITICSTOP STORIES

ବରଗଡରେ ବାଜିମାରିପାରେ ବିଜେପି !

ଭୁବନେଶ୍ୱର,୧୯ ।୫(ଓଡିଶା ଭାସ୍କର) : ବରଗଡ ଲୋକସଭା ଆସନରେ ବିଜେଡିର ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇପାରନ୍ତି ବିଜେପିର ସୁରେଶ ପୂଜାରୀ । ୭ ଆସନ ମଧ୍ୟରୁ ବିଜେଡି ୫ଟିରେ ବିଜୟୀ ହୋଇପାରେ । ସେହିଭଳି ବଳକା ୨ଟି ଆସନରେ ବିଜେପି ଓ କଂଗ୍ରେସକୁ କଡା ଟକ୍କର ଦେଇପାରେ । ୫ଟି ଆସନରେ ମଧ୍ୟରେ ରହିଛି ବିଜେପୁର ଆସନ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଆଜିର ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ଏହା ପ୍ରମାଣିତ ହୋଇଛି ।

Show More

Leave a Reply

Your email address will not be published. Required fields are marked *

Related Articles