INTERNATIONAL NEWSNATIONALNATIONAL NEWSNEWSTOP STORIES

ଇତିହାସରେ ପ୍ରଥମଥର ପାଇଁ ଆମେରିକା ଖବରକାଗଜରେ ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ,୨୫ ।୫: ଇତିହାସରେ ପ୍ରଥମଥର ପାଇଁ ଆମେରିକାର ଖବରକାଗଜରେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । ‘THE WALL STREET JOURNAL’ ନାମକ ଖବରକାଗଜ ଆମେରିକାର ସବୁଠାରୁ ବଡ ହୋଇଥିବା ବେଳେ ସେଥିରେ ମୋଦୀଙ୍କ ଫଟୋ ଛାପିବା ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଚଳିତ ସାଧାରଣ ନିର୍ବାଚନରେ ଉତ୍ସାହଜନକ ବିଜୟ ପରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଦେଶ ଓ ବିଦେଶର ବହୁ ସୁନାମଧନ୍ୟ ବ୍ୟକ୍ତି ଫୋନ୍ ଓ ଟ୍ୱିଟ୍ ଜରିଆରେ ମୋଦିଙ୍କୁ ଅଭିନନ୍ଦନ କରିବାରେ ଲାଗିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles