BREAKING NEWSNEWSODISHATOP STORIES

ସିଧା ପ୍ରସାରଣ ପାଇଁ ସବୁ ଚ୍ୟାନେଲକୁ ମିଳିଲା ଅନୁମତି

ପୁରୀ,୧୧ ।୬(ଓଡିଶା ଭାସ୍କର): ପବିତ୍ର ରଥଯାତ୍ରା ଅବସରରେ ସବୁ ଟିଭି ଚ୍ୟାନେଲ ସିଧାପ୍ରସାରଣ କରିିପାରିବେ । ଟିଭିରେ ସିଧା ପ୍ରସାରଣ କରିବା ପାଇଁ ଗଣମାଧ୍ୟମକୁ ଅନୁମତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । କାହାକୁ ବାଦ୍ ଦେବା ନେଇ କୌଣସି ବ୍ୟବସ୍ଥା ନଥିବାରୁ ଏହାର ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ କେଉଁ ଟିଭି କେତେ ଦେୟ ଦେବ ତାହା ୨ ଦିନରେ ନିଷ୍ପତ୍ତି ନିଆଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି କି, ‘ଜଗନ୍ନାଥ ସଂସ୍କୃତି ଓ ପ୍ରାଚର ଉପରେ କଟକଣା ଲାଗିବନି । ଯଦି କୌଣସି ଚ୍ୟାନେଲ ବ୍ୟବସାୟିକରଣ ନକରନ୍ତି ତେବେ ମୁକ୍ତ ଭାବେ ଦିଆଯିବ । ଦୁଇ ଦିନ ମଧ୍ୟରେ ସବୁ ଚ୍ୟାନେଲ ମୁଖ୍ୟଙ୍କ ସହ ଏନେଇ ବୈଠକ ବସିବ ।’

Show More

Leave a Reply

Your email address will not be published. Required fields are marked *

Related Articles