NEWSODISHATOP STORIES

ଆହୁରି ୩ଦିନ ଯାଏଁ ଗରମ କଡ଼େଇରେ ଭାଜି ହେବ ରାଜ୍ୟ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): କାଲିଠାରୁ ପୁଣିଥରେ ତାପମାତ୍ରା ବଢ଼ିବାରେ ଲାଗିଛି ।ସମ୍ବଲପୁରରେ ୪୫ଡ଼ିଗ୍ରୀ ତାପମାତ୍ରା ରହିଛି । ଆଜିଠାରୁ ଆହୁରି ତିନିଦିନ ଯାଏଁ କେତେକ ଜିଲ୍ଲାରେ ହିଟୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା,ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଢ଼େଙ୍କାନାଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା ।

Show More

Leave a Reply

Your email address will not be published. Required fields are marked *

Related Articles