ODISHATOP STORIES

ଫୋନି ପାଇଁ ୩ ଜିଲ୍ଲାକୁ ଆଉ ୧୨୩.୯୦ କୋଟି

ଭୁବନେଶ୍ୱର:୧୨/୦୬(ଓଡିଶାଭାସ୍କର): ସାମୁଦ୍ରିକ ଝଡ ଫୋନି ଦ୍ୱାରା ପ୍ରଭାବିତ ହୋଇଥିବା ୩ ଉପକୂଳ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଉ ୧୨୩.୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଝଡ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ପୁରୀ ସହ ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ଏହି ଅର୍ଥ ରାଶି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୧୪୮୧.୯୦ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି ।

Show More

Leave a Reply

Your email address will not be published. Required fields are marked *

Related Articles