NATIONALNEWSTOP STORIES

ଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ରଙ୍କ ଆଲୋଚନା

ନୂଆଦିଲ୍ଲୀ, ୧୪ା୬: ନୂଆଦିଲ୍ଲୀରେ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା ହୋଇଛି । IOCL ସମ୍ପ୍ରସାରଣ ଓ ଇସ୍ପାତ ଶିଳ୍ପର ବିକାଶ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ SAIL ଦେଲା ୩କୋଟି ଟଙ୍କା । ପ୍ରବାସୀ ଓଡ଼ିଆ୧୩ଲକ୍ଷ ୬୧ହଜାର ୮୩୯ଟଙ୍କା ଦେଲେ ।

Show More

Leave a Reply

Your email address will not be published. Required fields are marked *

Related Articles