fbpx

ହିମସ୍ଖଳନ ଯୋଗୁଁ ୩ଯବାନ ସହିଦ

ଜାମ୍ମୁକାଶ୍ମୀର, ୧୪ା୧: ଜାମ୍ମୁ ଓ କାଶ୍ମୀରରେ ଗତ ୪୮ଘଣ୍ଟା ଧରି ବରଫପାତ ଜାରି ରହିଛି । ଏନେଇ ଉତ୍ତର କାଶ୍ମୀରରେ ବିଭିନ୍ନ ସ୍ଥାନରେ ହିମସ୍ଖଳନ ହୋଇଛି । ଯାହାଫଳରେ ୩ଜଣ ଯବାନ ପ୍ରାଣ ହରାଇଛନ୍ତି । ବହୁ ଯବାନ ଉଦ୍ଧାର ହେବା ସାଙ୍ଗକୁ ଜଣେ ଯବାନ ଏବେ ବି ନିଖୋଜ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.