CITY NEWSCRIMENEWSODISHATOP STORIES

ମୋମୋ ପରେ ଅଲିଭିଆ , ଛୋଟପିଲାଙ୍କୁ ଟାର୍ଗେଟ୍

ଭୁବନେଶ୍ୱର, ୧୫ା୯ (ଓଡ଼ିଶା ଭାସ୍କର) : ମୋମୋ ଗେମ୍ ପରେ ଏବେ ଅଲିଭିଆ ଗେମ୍କୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଅଲିଭିଆ ନାଁରେ ସୋସିଆଲ ଆପ୍ ହ୍ୱାଟ୍ସଆପ୍ରେ ସଙ୍କେତ ÷ଆସୁଛି । ଏ ନେଇ ଛୋଟପିଲାଙ୍କୁ ସତର୍କ ରହିବାକୁ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ନିର୍ଦ୍ଦେଶନାମା ଜାରି କରିଛି । ଏଥିରୁ ଛୋଟପିଲାମାନେ କିପରି ଦୂରେଇ ରହିବେ ସେଥିପ୍ରତି କ୍ରାଇମ୍ବ୍ରାଞ୍ଚ ପରାମର୍ଶ ଦେଇଛି । ହ୍ୱାଟ୍ସଆପ୍ ମାଧ୍ୟମରେ ଅଲିଭିଆ ଛୋଟପିଲାଙ୍କୁ ଟାର୍ଗେଟ୍ କରିଛି । ତେଣୁ ଅଭିଭାବକମାନେ ପିଲାମାନଙ୍କ ଅନ୍ ଲାଇନ୍ କାରବାର ପ୍ରତି ଧ୍ୟାନ ଦିଅନ୍ତୁ । ଅଚିହ୍ନା ଓ ସନ୍ଦେହଜନକ ମେସେଜ୍ ଆସିଲେ ଏହାକୁ ଗ୍ରହଣ କରାନଯିବାକୁ କୁହାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close