fbpx

ବକେୟା ନଦେବାରୁ କଟୁଛି ବିଜୁଳି

ଭୁବନେଶ୍ୱର, ୧୬ା୨(ଓଡ଼ିଶା ଭାସ୍କର): ସାଉଥକୋ ପକ୍ଷରୁ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ ହୋଇଛି । ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବିଦ୍ୟୁତ କାଟ ହୋଇଛି । ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, କନ୍ଧମାଳ, କେରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ କାଟ ହୋଇଛି । ୮ଟି ଜିଲ୍ଲାରେ ୨୨ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ବିଜୁଳି କଟିବ ବୋଲି ସୂଚନା ମିଳିଛି । ବକେୟା ବିଲ୍ ଆଦାୟ ପାଇଁ ୮ଟି ଜିଲ୍ଲା ପାଇଁ ୧୨ଶହ ଟିମ୍ ରହିଛନ୍ତି । ୧୫ଲକ୍ଷରୁ ଉଦ୍ଧ୍ୱର୍ ଗ୍ରାହକ ୧୩ଶହ କୋଟିରୁ ଅଧିକ ବକେୟା ରଖିଥିବା ସୂଚନା ରହିଛି । ପୂର୍ବରୁ ସେସୁ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ବିଦ୍ୟୁତ କାଟ୍ ଅଭିଯାନ ।

Get real time updates directly on you device, subscribe now.