NATIONALTOP STORIESUncategorized

ତେଲଦର ୨ ଟଙ୍କା ୫୦ ପଇସା କମିଲା

ନୂଆଦିଲ୍ଲୀ, ୪।୧୦: କେନ୍ଦ୍ର ସରକାର ଗୁରୁବାର ପେଟ୍ରୋଲ ଓ ଡିଜେଲ୍ ଦର ୨ ଟଙ୍କା ୫୦ ପଇସା ଲେଖାଏଁ କମ୍ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ଏ ବିଷୟରେ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଟ୍ୟାକ୍ସ ଛାଡ କରିଥିବା ରୁ ରାଜ୍ୟ ସରକାର ମାନେ ମଧ୍ୟାଉ ୨ ଟଙ୍କା ୫୦ ପଇସା ଲେଖାଏଁ ଟ୍ୟାକ୍ସ ଛାଡ କରନ୍ତୁ ବୋଲି ସେ ଅପିଲ୍ କରିଛନ୍ତି। ଫଳରେ ସାଧାରଣ ଗ୍ରାହକ ଏହାର ସୁଫଳ ପାଇବେ ବୋଲି ସେ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close