ODISHATOP STORIES

ବାଉଁଶ ବୋଝେଇ ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍; ୨ ମୃତ, ୨୦ ଆହତ

ଭଦ୍ରକ, ୭।୧୦ (ଓଡ଼ିଶା ଭାସ୍କର): ରବିବାର ଭୋର୍ ସମୟରେ ଭଦ୍ରକ ନିକଟରେ ଏକ ମର୍ମନ୍ତୁଦ durghata ଘଟି ଯାଇଛି। ଏକ ବାଉଁଶ ବୋଝେଇ ଟ୍ରକ କୁ ଏକ ଯାତ୍ରୀବାହୀ ବସ୍ ପଛରୁ ଧକା ଦେଇ ଥିଲା। ଭଦ୍ରକ ଚରମ୍ପା ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି । ଉତର ପ୍ରଦେଶର ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ବସ୍ ଚରମ୍ପା ଲକ୍ଷ୍ମୀ ମନ୍ଦିର ନିକଟରେ ବାଉଁଶ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close