INTERNATIONAL NEWSNATIONALNATIONAL NEWSNEWSODISHATOP STORIES

ଆଗାମୀ ୪୮ ଘଣ୍ଟା ଇଣ୍ଟରନେଟ୍ ବ୍ୟବହାର ପାଇଁ ଭୋଗିବାକୁ ପଡ଼ିପାରେ ସମସ୍ୟା

ମସ୍କୋ, ୧୨।୧୦: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍ ବ୍ୟବହାର ପାଇଁ ଆପଣଙ୍କୁ ଭୋଗିବାକୁ ପଡ଼ିପାରେ ଅନେକ ସମସ୍ୟା। ଇଣ୍ଟରନେଟ୍ ୟୁଜର ଙ୍କୁ ୱେବ୍ ପେଜ ଖୋଲିବା ବେଳେ ଅନେକ କଷ୍ଟ କରିବାକୁ ତଥା ଅନେକ ସମୟ ଅପେକ୍ଷା କରିବାକୁ ପଡିପାରେ। ଋଷିଆ ର ଏକ ପ୍ରତିଷ୍ଠିତ ଗଣମାଧ୍ୟମରେ ଏ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ ବ୍ୟବହାରକାରୀ ଙ୍କୁ କନେକ୍ସନ୍ ଏରର ଦେଖିବାକୁ ମିଳିବ। ଇଣ୍ଟରନେଟ୍ ମେନ୍ ଲାନ୍ କାମ ଚାଲିଥିବାରୁ ଏହିପରି ସମସ୍ୟା ଦେଖିବାକୁ ମିଳିପାରେ ବୋଲି ସୂଚନା ଦିଆ ଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close