fbpx

ରାଷ୍ଟ୍ରପତି ଭବନରେ ଟ୍ରମ୍ପ

ନୂଆଦିଲ୍ଲୀ, ୨୫ା୨: ଦୁଇ ଦିନିଆ ଭାରତ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ । ତାଙ୍କୁ ସେଠାରେ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଗାର୍ଡ଼ ଅଫ ଅନର ସହ ଟ୍ରମ୍ପଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେଠାରେ ପହଞ୍ଚି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଟ୍ରମ୍ପ ଦମ୍ପତି । ଏହାସହ ରାଜଘାଟରେ ଗଛ ମଧ୍ୟ ଲଗାଇଛନ୍ତି ଟ୍ରମ୍ପ ଦମ୍ପତି ।

Get real time updates directly on you device, subscribe now.