fbpx

୮ଟି ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୧୧ ଗିରଫ

ବାଲେଶ୍ୱର,୨୩/୭(ଓଡିଶା ଭାସ୍କର): ବାଲେଶ୍ଵର ଗୋପାଳପୁର ନିକଟରୁ ୮ଟି ଗୋରୁ ବୋଝେଇ ପିକ୍‌ଅପ୍ ଜବତ ହୋଇଛି । ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ବେଳେ ଜବତ କରିଛି ଖନ୍ତାପଡ଼ା ପୋଲିସ । ୮ଟି ଗାଡ଼ିରେ ଅଛନ୍ତି ୭୮ରୁ ଅଧିକ ଗୋରୁ ଜବତ ହୋଇଛନ୍ତି। ଏହା ସହ ୮ଟି ଗାଡ଼ିର ଡ୍ରାଇଭର ସମେତ ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ।

Get real time updates directly on you device, subscribe now.