ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୬୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୪୯୭ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୬୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୬୯ ଆକ୍ରାନ୍ତ ଥିବା ଜଣାପଡିଛି ।
ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୭୪, କଟକରୁ ୧୦୯, ଷ୍ଟେଟପୁଲରୁ ୭୦, ସମ୍ବଲପୁରରୁ ୭୦, ମୟୂରଭଞ୍ଜରୁ ୧୦୨, ସୋନପୁରରୁ ୫୨,ନୟାଗଡ଼ରୁ ୩୬, ଝାରସୁଗୁଡ଼ାରୁ ୩୩, ପୁରୀରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 20th July
New Positive Cases: 1196
Of which 0-18 years: 169
In quarantine: 699
Local contacts: 497(Details of local contacts will be shared by concerned District)
1. Angul: 4
2. Balasore: 19
3. Bargarh: 12
4. Bhadrak: 12
5. Balangir: 15
6. Boudh: 16— I & PR Department, Odisha (@IPR_Odisha) July 21, 2022
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୩, ୧୯୧କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୭୦୯୩ ରହିଛି । ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୬,୯୧୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
23. Nayagarh: 36
24. Puri: 27
25. Rayagada: 19
26. Sambalpur: 70
27. Sonepur: 52
28. Sundargarh: 174
29. State Pool: 70New recoveries: 804
Cumulative tested: 32433925
Positive: 1303191
Recovered: 1286915
Active cases: 7093— I & PR Department, Odisha (@IPR_Odisha) July 21, 2022