ଭୁବନେଶ୍ୱର,୨୭।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୨୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୨୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୧୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୩,୯୪୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 26th October
New Positive Cases: 1247
In quarantine: 729
Local contacts: 518(Details of local contacts will be shared by concerned District Administration)
District Wise Cases:
1. Angul: 69
2. Balasore: 23
3. Bargarh: 32
4. Bhadrak: 7
5. Balangir: 68— I & PR Department, Odisha (@IPR_Odisha) October 27, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୬ ଓ କଟକରୁ ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Nawarangpur: 12
23. Nayagarh: 14
24. Nuapada: 38
25. Puri: 22
26. Rayagada: 4
27. Sambalpur: 24
28. Sonepur: 18
29. Sundargarh: 96
30. State Pool: 29New Recoveries: 2003
Cumulative Tested: 4385259
Positive: 283942
Recovered: 266105
Active Cases: 16512— I & PR Department, Odisha (@IPR_Odisha) October 27, 2020