fbpx

ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୧୨୭୧

ଭୁବନେଶ୍ୱର,୧୪/୧୧(ଓଡିଶା ଭାସ୍କର): ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୧୨୭୧ ଆକ୍ରାନ୍ତ। କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ୯୬ ହଜାର ୫୧୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୬ ଓ କଟକରୁ ୧୧୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହା ସହ ବାଲେଶ୍ବରରୁ ୧୦୩, ମୟୂରଭଞ୍ଜରୁ ୯୪, ଅନୁଗୁଳରୁ ୬୬, ଜଗତସିଂହପୁରରୁ ୫୮, ବରଗଡ଼ରୁ ୫୫, କଳାହାଣ୍ଡିରୁ ୫୦, ନୂଆପଡ଼ାରୁ ୪୬, କେନ୍ଦୁଝରରୁ ୪୫, ବଲାଙ୍ଗିରରୁ ୪୩, କେନ୍ଦ୍ରାପଡ଼ାରୁ ୪୧, ନବରଙ୍ଗପୁରରୁ ୪୦, ପୁରୀରୁ ୩୪, ଢେଙ୍କାନାଳ ଓ ନୟାଗଡ଼ରୁ ୩୫ ଲେଖାଏଁ, ସମ୍ବଲପୁରରୁ ୩୦, ମାଲକାନଗିରି ଓ ସୁନ୍ଦରଗଡ଼ରୁ ୨୫ ଲେଖାଏଁ, ଭଦ୍ରକରୁ ୧୯ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁର ଓ ରାୟଗଡ଼ାରୁ ୨୦ ଲେଖାଏଁ, ଝାରସୁଗୁଡ଼ାରୁ ୧୮ ସୁସ୍ଥ, କୋରାପୁଟରୁ ୧୭, ସୁବର୍ଣ୍ଣପୁରରୁ ୧୬, ଗଞ୍ଜାମରୁ ୧୪ ସୁସ୍ଥ, କନ୍ଧମାଳରୁ ୧୩, ଦେବଗଡ଼ରୁ ୧୧ ଓ ଗଜପତିରୁ ୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Get real time updates directly on you device, subscribe now.