fbpx

ଉଦଘାଟନ ହେଲା ୧୪ ସାଇବର ଥାନା: ଭିସି ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଉଦଘାଟନ ହେଲା ୧୪ ସାଇବର ଥାନା । ଟୁଇନ୍ ସିଟିରେ ୩ଟି ନୂଆ ଥାନା ମଧ୍ୟ ଉଦଘାଟନ ହେଲା । ଭିସିରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟୋଜିତ ହେବେ ୧୫୪ ପୋଲିସ୍ କର୍ମଜାରୀ ଏବଂ ୯୦ ବିଶେଷଜ୍ଞ ।

ରାଜ୍ୟରେ ଦିନକୁ ଦିନ ସାଇବର ଠକେଇର ମାମଲା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ପୋଲିସ ବିଭାଗ ଏହାକୁ ରୋକିବାପାଇଁ ପ୍ରୟାସ ଚଳାଇଛି । ସେପଟେ ସାଇବର ଠକେଇରୁ ସତର୍କ ରହିବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ ।

Get real time updates directly on you device, subscribe now.