fbpx

ଜାନୁଆରୀରେ ୧୬ ଦିନ ଛୁଟି: ବ୍ୟାଙ୍କ ଯିବା ପୂର୍ବରୁ ଲିଷ୍ଟ ଚେକ୍ କରି ନିଅନ୍ତୁ

ନୂଆଦିଲ୍ଲୀ, ୨୯ା୧୨: ୨୦୨୧ ମସିହା ଜାନୁଆରୀ ମାସରେ ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାର୍ଯ୍ୟ ଅଛି କି ? ତେବେ ବ୍ୟାଙ୍କ ଯିବା ପୂର୍ବରୁ ଜାନୁଆରୀ ମାସର ଛୁଟି ଲିଷ୍ଟକୁ ଚେକ କରି ଯାଆନ୍ତୁ, କାରଣ ଏହି ମାସରେ ବ୍ୟାଙ୍କ ୧୬ ଦିନ ବନ୍ଦ ରହିବ । ଅର୍ଥାତ ଗୋଟିଏ ମାସର ଅଧାଦିନ ଛୁଟି । ତେବେ ଏହି ଛୁଟିରେ ଦ୍ୱିତୀୟ, ଚତୁର୍ଥ ଶନିବାର ସହିତ ରବିବାର ସାମିଲ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏନେଇ ଏକ ଗାଇଡଲାଇନ ଜାରି କରାଯାଇଛି ।

ଜାନୁଆରୀ ୧ ତାରିଖରେ ଦେଶରେ ଅନେକ ସହରରେ ବ୍ୟାଙ୍କ ଖୋଲାଯିବା ସହ କିଛି ସହରରେ ବନ୍ଦ ରହିବ । ଗାଙ୍ଗଟକ, ଆଇଜୋଲ, ଚେନ୍ନାଇ, ସିଲିଂ ଆଦି ସହରରେ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.