fbpx

୧୭ ବର୍ଷୀୟ ଛାତ୍ରୀଙ୍କ ହାର୍ଟ ଆଟାକରେ ମୃତ୍ୟୁ, ସାଙ୍ଗଙ୍କ ସହ କଥା ହେଉଥିବା ବେଳେ ଟଳିପଡିଲେ ଅଚାନକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଗଢ ଜିଲ୍ଲାରେ ଏକ ନାବାଳିକା ଛାତ୍ରୀଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି । ଏହି ଘଟଣା ରାଜଗଢର ଖୁଜନେରର ଅଟେ, ଯେଉଁଠାରେ ମାତ୍ର ୧୭ ବର୍ଷୀୟ ପିଲାର ମୃତ୍ୟୁ ହାର୍ଟ ଆଟାକରେ ହୋଇଛି ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ଏହି ଘଟଣା ଜାଣିବା ପରେ ସେହି ବାଳକର କଲେଜରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ଜଣେ ୧୭ ବର୍ଷୀୟ ରିଙ୍କୁ ନାମକ ବାଳିକା ଦ୍ୱାଦଶ ଶ୍ରେଣୀରେ ପଢୁଥିଲା । ଯେତେବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ ସେତେବେଳେ ତାଙ୍କ ଖୁଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ତାଙ୍କ ପରିବାର ସମସ୍ତଙ୍କୁ ଫୋନ କରି ଜଣାଇଥିଲେ ।

Get real time updates directly on you device, subscribe now.