fbpx

ନଦୀରୁ ମିଳିଲା ୧୮ କେଜିର ବିଶାଳ ମାଛ; ଉଡିଗଲାମତ୍ସ୍ୟଜୀବୀଙ୍କ ହୋସ୍

ଭୁବନେଶ୍ୱର : ଦୁନିଆରେ ଅନେକ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯେତେବେଳେ ଆମେ ସେଗୁଡ଼ିକ ବିଷୟରେ ଜାଣୁ ଆମର ହୋସ୍ ଉଡିଯାଏ । କେତେକ ସେମାନଙ୍କର ଅଦ୍ଭୁତ ଶକ୍ତି ପାଇଁ ଲୋକଲୋଚନକୁ ଆସିଥାନ୍ତି, ଅନ୍ୟ କେତେକ ଅନ୍ୟ କିଛି କାରଣ ପାଇଁ ପ୍ରସିଦ୍ଧ ହୋଇଥାନ୍ତି । ଅନେକ ଜୀବ ମଧ୍ୟ ସେମାନଙ୍କର ଆକାର ପାଇଁ ମଧ୍ୟ ଲୋକଲୋଚନକୁ ଆସିଥାନ୍ତି । ନଦୀରୁ ମତ୍ସ୍ୟଜୀବୀମାନେ ଏପରି ଏକ ବିଶାଳ ମାଛ ପାଇଛନ୍ତି ଯାହାର ଆକାର ଏତେ ବଡ ଯେ ମତ୍ସ୍ୟଜୀବୀମାନଙ୍କର ହୋସ୍ ଉଡିଯାଇଛି ।

 न्यूज18 बंगाली की रिपोर्ट के अनुसार पिछले साल सितंबर के महीने में बांग्लादेश में मछुआरों (Fishermen caught giant katla fish) के होश तब उड़े जब उन्हें पदमा नदी से विशाल कातला मछली मिली. आमतौर पर कातला मछली 2 या ढाई किलो तक की होती है मगर बांग्लादेश में जो मछली मिली है वो 18 किलो (18 kg Katla fish Bangladesh) की है. लोगों का दावा है कि इतनी भारी मछली इससे पहले बांग्लादेश में कभी नहीं मिली, इस वजह से इसे अपने में एक रिकॉर्ड बताया जा रहा है. मछुआरों का तो ये तक कहना है कि ये आसमान से धरती पर उतरी है, क्योंकि इससे पहले इस साइज की मछली उन्होंने कभी नहीं देखी थी.

ସୂଚନାନୁସାରେ, ଏହି ମାଛ ରାଜବାରୀର ଗୋଲାଣ୍ଡା ଠାରୁ ଧରାଯାଇଛି। ଏହାଠାରୁ ବଡ ମାଛ ଏହି ନଦୀରୁ କେବେ ଧରାଯାଇ ନାହିଁ । ଗୁରୁଦେବ ହାଲଦାର ନାମକ ଜଣେ ମତ୍ସ୍ୟଜୀବୀ ଏହି ମାଛ ଧରିଥିଲେ। ଜାଲରେ ଫସି ରହିଥିବା ଏତେ ବଡ ମାଛ ଦେଖି ସମସ୍ତେ ଆଶ୍ଚର‌୍ୟ୍ୟ ହୋଇଗଲେ। ଏହାକୁ ସେ ବିକ୍ରି ପାଇଁ ଦୋକାନକୁ ଆଣିଥିଲେ ।

 जानकारी के अनुसार ये मछली राजबरी के गोलांदा से पकड़ी गई है. इससे बड़ी कातला मछली इस नदी से नहीं पकड़ी गई है. आपको बता दें कि गुरुदेव हल्दर नाम के मछुआरे ने इस मछली को पकड़ा था. जाल में इतनी बड़ी मछली को फंसा देख सब हैरत में पड़ गए थे. गुरुदेव इसे अपने साथ दौलतदिया फेरी घाट टर्मिनल पर बेचने के लिए लाए थे.

ମହମ୍ମଦ ଚାନ୍ଦୁ ମଲ୍ଲିକା ଜଣେ ସ୍ଥାନୀୟ ବ୍ୟବସାୟୀ ଯିଏ ଏହାକୁ କିଣିଥିଲେ । ଏହି ମାଛର ମୂଲ୍ୟ ରିପୋର୍ଟରେ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଆପଣ ଅନୁମାନ କରିପାରୁଥିବେ ଯେ ମାଛର ଦାମ କେତେ ଅଧିକ ହୋଇଥିବ ।

Get real time updates directly on you device, subscribe now.