fbpx
BSKY
BJD YOUTH SKY
BJD MS SKY

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା, ଏବେ ସୁଦ୍ଧା ୨ କୋଟି ରାଜ୍ୟବାସୀ ନେଲେଣି କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): କୋଭିଡ୍‌ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏବେ ସୁଦ୍ଧା ୨ କୋଟିରୁ ଅଧିକ ପ୍ରଥମ କୋଭିଡ୍‌ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି । କୋଭିଡ୍‌ ବିରୋଧୀ ଯୁଦ୍ଧରେ ଲୋକଙ୍କ ସହଯୋଗ ସହ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛି ସ୍ୱାସ୍ଥ୍ୟ ବିଭାଗ । ଜାନୁଆରୀ ୧୬ରୁ ଦେଶବ୍ୟାପୀ ଟିକାକରଣ ଜାରି ରହିଛି । ରାଜ୍ୟରେ ଟିକାକରଣ ଜାରି ରହିଛି ।

Get real time updates directly on you device, subscribe now.