fbpx

ବିହାରରେ ପୁଣି ବଜ୍ର ବିତ୍ପାତ, ଗଲା ୨୨ ଜୀବନ

ବିହାର, ୨ା୭: ଆକାଶରୁ ଖସିଲା ମୃତ୍ୟୁ । ଚାଲିଗଲା ୨୨ ଜୀବନ । ବିହାରରେ ଗୁରୁବାର ଏପରି ଅଭାବନୀୟ ଘଟଣା ଘଟିଛି । ବିହାରରେ ବଜ୍ରପାତ ହେବା ଫଳରେ ୨୨ଜଣଙ୍କର ଜୀବନ ଅକାଳରେ ଚାଲିଯାଇଛି । ୨୨ଜଣଙ୍କ ମଧ୍ୟରୁ ସମସ୍ତିପୁରରେ ୮, ପାଟନାର ଦୁଲହିନ ବଜାରରେ ୫, ପୂର୍ବ ଚମ୍ପାନରେ ୪, ଫୁଲୱାରୀ ଶରିଫରେ ଜଣେ ଶିଶୁ, ଶିବହର ଓ କଟିହାରରେ ୨ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ସେହିପରି ଗତ କିଛି ଦିନ ତଳେ ବିହାରରେ ୨୭ଜଣଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.