ଭୁବନେଶ୍ୱର,୧୩ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୨୭୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୧୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୫୭ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୯୩୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 12th October
New Positives Cases: 2275
In quarantine: 1318
Local contacts: 957(Details of local contacts will be shared by concerned District Administration)
District Wise Cases
1. Angul: 136
2. Balasore: 111
3. Bargarh: 64
4. Bhadrak: 50
5. Balangir: 77— I & PR Department, Odisha (@IPR_Odisha) October 13, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୬୪, ଅନୁଗୁଳୁରୁ ୧୩୬, କଟକରୁ ୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 110
23. Nawarangpur: 39
24. Nayagarh: 31
25. Nuapada: 69
26. Puri: 71
27. Rayagada: 33
28. Sambalpur: 56
29. Sonepur: 50
30. Sundargarh: 150
31. State Pool: 67New Recoveries: 2577
Cumulative Tested: 3836825
Positive: 256937
Recovered: 230192
Active Cases: 25635— I & PR Department, Odisha (@IPR_Odisha) October 13, 2020