fbpx

OPTCL ପକ୍ଷରୁ ବାହାରିଲା ୨୫୦ଟି ପଦବୀ: ଆସନ୍ତା ତିନି ଦିନ ମଧ୍ୟରେ ଆବେଦନ କରନ୍ତୁ

ଚାକରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ସୂଚନା ଜାଣି ପାରିବେ ।

ବିଭିନ୍ନ ବର୍ଗରେ ମୋଟ ୨୫୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଅକ୍ଟୋବର ୧୯ରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀଙ୍କର ବୟସ ଗତ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସର୍ବାଧିକ ୧୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀମାନେ ଗ୍ରାଜୁଏଟ ଇଞ୍ଜିନିୟରିଂ ଆପ୍ରେଣ୍ଟାଇସ, ଟେକ୍ନିସିଆନ (ଡିପ୍ଲୋମା) ଆପ୍ରେଣ୍ଟାଇସ ଓ ଗ୍ରାଜୁଏଟ ଆପ୍ରେଣ୍ଟାଇସ (ନନ୍ ଇଞ୍ଜିନିୟରି) ପଦବୀରେ ନିଯୁକ୍ତି ପାଇବେ ।

ଅନଲାଇନ ଆବେଦନ ଲିଙ୍କ-୧: https://careers.optcl.co.in/online-application

ଅନଲାଇନ ଆବେଦନ ଲିଙ୍କ-୨: https://careers.optcl.co.in/online-application

ନୋଟିଫିକେସନ ଲିଙ୍କ-୧: https://img.freejobalert.com/uploads/2022/10/Notification-OPTCL-Graduate-Diploma-Apprentice-Vacancy.pdf

ନୋଟିଫିକେସନ ଲିଙ୍କ-୨: https://img.freejobalert.com/uploads/2022/10/Notification-OPTCL-Non-Engineering-Graduate-Apprentice.pdf

ୱେବସାଇଟ୍ ଲିଙ୍କ: https://optcl.co.in/

Get real time updates directly on you device, subscribe now.