fbpx

WAPCOS Limited ପକ୍ଷରୁ ବାହାରିଲା ୨୫୯ଟି ପଦବୀ, ଶୀଘ୍ର ଆବେଦନ କରନ୍ତୁ

Advertisement

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ୱାପକସ ଲିମିଟେଡ ପକ୍ଷରୁ ୨୫୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଏକ୍ସପର୍ଟ (ଜେଏଲଇ) ଫିଲ୍ଡ ସୁପରଭାଇଜର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କର ବୟସ ୨୦୨୨ ମସିହା ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ସର୍ବାଧିକ ୩୫ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା / ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର ଅତିକମରେ ଦୁଇ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ଯେଉଁମାନେ ସରକାରୀ ବିଭାଗ/ ପିଏସୟୁ / ଅଟୋନମସ ବଡିମାନଙ୍କରେ କାର୍ଯ୍ୟ କରୁଥିବେ ସେମାନଙ୍କ ପାଇଁ ନୋ ଅବଜେକସନ ସାର୍ଟିଫିକେଟ ଓ ଭିଜିଲାନ୍ସ କ୍ଲିୟରାନ୍ସ ସାର୍ଟିଫିକେଟର ଆବଶ୍ୟକତା ପଡ଼ିବ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-WAPCOS-Expert-JLE-Field-Supervisor-Vacancy.pdf

ଅଫିସିଆଲ ୱେବସାଇଟ ଲିଙ୍କ: http://www.wapcos.gov.in/

Get real time updates directly on you device, subscribe now.