ଭୁବନେଶ୍ୱର,୬ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୫୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୬,୩୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 2590 Covid patients have recovered and are being discharged on 06.09.2020
431 from Cuttack
386 from Khordha
202 from Mayurbhanj
142 from Ganjam
120 from Rayagada
108 from Koraput
105 from Puri
78 from Jagatsinghpur
77 from Bhadrak
77 from Jajapur
75 from Kendrapara— H & FW Dept Odisha (@HFWOdisha) September 6, 2020
7 from Nuapada
6 from Anugul
4 from DeogarhThe total recovered cases of Odisha now stand at 96364
— H & FW Dept Odisha (@HFWOdisha) September 6, 2020
ତେବେ ଆଜି କଟକରୁ ସର୍ବାଧିକ ୪୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୩୮୬, ମୟୁରଭଞ୍ଜରୁ ୨୦୨, ଗଞ୍ଜାମରୁ ୧୪୨, ରାୟଗଡ଼ାରୁ ୧୨୦, କୋରାପୁଟରୁ ୧୦୮, ପୁରୀରୁ ୧୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।