fbpx

ବସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ୩୦ରୁ ଅଧିକ ଯାତ୍ରୀ ଆହତ

ପାଲଲହଡା: ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଯାଇଛି ଏକ ବଡ ସଡକ ଦୁର୍ଘଟଣା । ଏନଏଚ ନିକଟସ୍ଥ ଗୋଠଭୂଇଁ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ ସହିତ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ହୋଇଥିବା ସୂଚନା ମିଳିଛି । ବସଟି ରାଇରଙ୍ଗପୁରରୁ ଅନୁଗୁଳ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇତିବା ଜଣାଯାଇଛି । ତେବେ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.