ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୦୫୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୦୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୨୪୯ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୩୮୭ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 2nd October
New Positives Cases: 3053
In quarantine: 1804
Local contacts: 1249(Details of local contacts will be shared by concerned District Administration)
District Wise Cases
1. Angul: 64
2. Balasore: 85
3. Bargarh: 98
4. Bhadrak: 70
5. Balangir: 95— I & PR Department, Odisha (@IPR_Odisha) October 3, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୬୧ ଓ କଟକରୁ ୨୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୬୪, ବଲେଶ୍ୱରରୁ ୮୫, ବରଗଡରୁ ୯୮, ଭଦ୍ରକରୁ ୭୦, ବଲାଙ୍ଗିରରୁ ୯୫, ଝାରସୁଗୁଡାରୁ ୧୪୬, କେନ୍ଦ୍ରାପଡାରୁ ୧୧୫. କେନ୍ଦୁଝରରୁ ୧୩୩, ମୟୂରଭଞ୍ଜରୁ ୧୫୩, ପୁରୀରୁ ୧୨୭, ସମ୍ବଲପୁରରୁ ୧୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 153
23. Nawarangpur: 14
24. Nayagarh: 67
25. Nuapada: 56
26. Puri: 127
27. Rayagada: 36
28. Sambalpur: 123
29. Sonepur: 83
30. Sundargarh: 98
31. State Pool: 147New Recovery: 4048
Cumulative Tested: 3395265
Positive: 229387
Recovered: 194128
Active Cases: 34314— I & PR Department, Odisha (@IPR_Odisha) October 3, 2020