fbpx

ରାଜ୍ୟରେ ୩୨୦୭ ଉଦ୍ୟୋଗ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ଅର୍ଥନୀତିରେ ବିଶେଷ ପ୍ରଭାବ ପଡିଛି । କେତକେ ଶିଳ୍ପାନୁଷ୍ଠାନ ବନ୍ଦ ହୋଇ ପଡିଛି ତ ଆଉ କେତେକର ଅବସ୍ଥା ଅତି ଶୋଚନୀୟ ହୋଇଛି । ଏହାରି ମଧ୍ୟରେ କରୋନା ସ୍ଥିତି ପାଇଁ ଉଦ୍ୟୋଗ ବନ୍ଦ ନେଇ ଗୃହରେ ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୩୨୦୭ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବନ୍ଦ ରହିଛି । ୨୧ ଏପ୍ରିଲ ୨୦୨୧ ସୁଦ୍ଧା ଉଦ୍ୟୋଗ ବନ୍ଦ ହୋଇଛି ।’

Get real time updates directly on you device, subscribe now.