ଭୁବନେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩୭ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧୧୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଖୋର୍ଦ୍ଧାରୁ ୬୦୬, କଟକରୁ ୩୫୪, ପୁରୀରୁ ୨୭୯, ବାଲେଶ୍ୱରରୁ ୨୦୯, ମୟୁରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧, ଅନୁଗୁଳରୁ ୧୩୮, କେନ୍ଦ୍ରାପଡ଼ାରୁ ୧୩୦, ବଲାଙ୍ଗୀରରୁ ୧୨୪, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଭଦ୍ରକରୁ ୧୧୨, ରାୟଗଡ଼ାରୁ ୧୦୫, ନୂଆପଡ଼ାରୁ ୧୦୩, ବରଗଡ଼ରୁ ୯୭, କୋରାପୁଟରୁ ୯୩, ସମ୍ବଲପୁରରୁ ୯୧, ସୋନପୁରରୁ ୯୧, ଗଞ୍ଜାମରୁ ୮୯, ସୁନ୍ଦରଗଡ଼ରୁ ୮୮, ଢ଼େଙ୍କାନାଳରୁ ୮୭, ଝାରସୁଗୁଡ଼ାରୁ ୭୯, ନୟାଗଡ଼ରୁ ୭୭, କେନ୍ଦୁଝରରୁ ୬୦, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୪୭, ମାଲକାନଗିରିରୁ ୪୭, ବୌଦ୍ଧରୁ ୩୯, ଗଜପତିରୁ ୨୫, ଦେଓଗଡ଼ରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 10th September
New Positives Cases: 3996
In quarantine: 2359
Local contacts: 1637(Details of local contacts will be shared by concerned Dist Administration)
District Wise Cases
1. Angul: 138
2. Balasore: 209
3. Bargarh: 97
4. Bhadrak: 112
5. Balangir: 124— I & PR Department, Odisha (@IPR_Odisha) September 11, 2020
22. Mayurbhanj: 160
23. Nawarangpur: 151
24. Nayagarh: 77
25. Nuapada: 103
26. Puri: 279
27. Rayagada: 105
28. Sambalpur: 91
29. Sonepur: 91
30. Sundargarh: 88
31. State Pool: 206New Recovery: 2706
Cumulative Tested: 2323641
Positive: 143117
Recovered: 108001
Active Case: 34458— I & PR Department, Odisha (@IPR_Odisha) September 11, 2020