fbpx

ଶପଥ ନେଲେ ୪ ଓଡ଼ିଆ ସାଂସଦ

ଭୁବନେଶ୍ୱର, ୨୨ା୭(ଓଡ଼ିଶା ଭାସ୍କର): ରାଜ୍ୟସଭାର ୬୧ଜଣ ସାଂସଦ ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶାରେ ଶପଥ ନେଇଛନ୍ତି ଓଡ଼ିଶାରୁ ନିର୍ବାଚିତ ୪ଜଣ ସାଂସଦ । ୪ଜଣ ସାଂସଦ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ଶପଥ ନେଇଛନ୍ତି । କରୋନା ଦୃଷ୍ଟିରୁ ରାଜ୍ୟସଭା ଚ୍ୟାମ୍ବରରେ ସେମାନଙ୍କର ଶପଥ ଗ୍ରହଣ ଉତ୍ସବ ହୋଇଛି ।

Get real time updates directly on you device, subscribe now.