fbpx

୪ ବାଘ ଛାଲ ଜବତ

କଳାହାଣ୍ଡି ନର୍ଲା ଥାନା ବଫଲାରୁ ଆଉ ୪ ବାଘ ଛାଲ ଜବତ । ରଙ୍ଗାଚରଣ ଭୋଇ ନାମକ ବ୍ୟକ୍ତିଙ୍କ ଘରୁ ୪ ବାଘ ଛାଲ ଜବତ । ସକାଳେ ଜୁନାଗଡ଼ ଜାରିଙ୍ଗି ନିକଟରୁ ୨ଟି ବାଘ ଛାଲ ମିଳିଥିଲା । କାଲି ମଧ୍ୟ କଳାହାଣ୍ଡି ଜିଲ୍ଲାରୁ ୩ ବାଘ ଛାଲ ଜବତ ହୋଇଥିଲା । ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାରୁ ୯ ବାଘ ଛାଲ ଜବତ । ବାଘ ଛାଲ ଜବତ ଘଟଣାରେ ମୋଟ ୮ଜଣ ଗିରଫ ହୋଇଛନ୍ତି । କଳାହାଣ୍ଡି ଡିଏଫଓ ନୀତିଶ କୁମାରଙ୍କ ସୂଚନା ।

Get real time updates directly on you device, subscribe now.