ଭୁବନେଶ୍ୱର: ୫ ବର୍ଷରେ ମୋହନ ସରକାର ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଭାଜପା ସରକାରର ୧ ବର୍ଷ ଶାସନ କାଳରେ ସ୍ୱଚ୍ଛତାର ସହ ୨୮ ହଜାର ପଦବୀ ପୂରଣ ହୋଇଥିବା କହିଲେ ମୋହନ ମାଝୀ ।
ସେହିପରି ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ସରକାର ଦେବେ ବୋଲି କହିଛନ୍ତି ।
ଉକ୍ରର୍ଷ ଓଡ଼ିଶାରେ ୧୭ ଲକ୍ଷ ପୁଞ୍ଜି ନିବେଶର ଇଣ୍ଟେଣ୍ଟ ଆସିଥିଲା । ସରକାର ତତକ୍ଷଣାତ୍ ୧୩ ଲକ୍ଷ କୋଟିର ଏମଓୟୁ ସ୍ୱାକ୍ଷର କରିଥିବା ସୂଚନା ଦେଇଛନ୍ତି ।