ଭୁବନେଶ୍ୱର,୧୬ ।୯(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୪୨୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୭୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 15th September
New Positives Cases: 4270
In quarantine: 2478
Local contacts: 1792(Details of local contacts will be shared by concerned Dist Administration)
District Wise Cases
1. Angul: 147
2. Balasore: 150
3. Bargarh: 183
4. Bhadrak: 55
5. Balangir: 97— I & PR Department, Odisha (@IPR_Odisha) September 16, 2020
22. Mayurbhanj: 131
23. Nawarangpur: 86
24. Nayagarh: 47
25. Nuapada: 119
26. Puri: 287
27. Rayagada: 80
28. Sambalpur: 114
29. Sonepur: 74
30. Sundargarh: 38
31. State Pool: 262New Recovery: 3714
Cumulative Tested: 2567777
Positive: 162920
Recovered: 125738
Active Case: 36473— I & PR Department, Odisha (@IPR_Odisha) September 16, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୭୬ ଓ କଟକରୁ ୩୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।